Mohammad Aziz - Bhagya Mora Phata Kantha - текст песни, слова, перевод, видео
Ознакомьтесь с текстом песни Mohammad Aziz - Bhagya Mora Phata Kantha
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
Судьба — это чернота на моей потрескавшейся стене, или, может быть, печаль?
ରେ କି ଦୁଃଖ କହିବି ତତେ .....
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
Вычеркните моё имя из книги преданных, вычеркните моё имя из книги преданных, дайте мне смерть… Судьба — это чернота на моей потрескавшейся стене, я расскажу вам о своей печали.
ରେ କି ଦୁଃଖ କହିବି ତତେ .....
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ ,
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ ,ମାଟିରୁ ଆକାଶ ଯେତେ ।
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ .....
ଶୁଣିଥିଲି ପରା ମୁଠେ ଚାଉଳରେ ତିନି ମୁଠା ଭାତ ହୁଏ
ତିନି ମୁଠା ଭାତ ହୁଏ ......
ମୁଠାଏ ଚାଉଳ ମିଳେ ନାହିଁ ମତେ ବୁଲି ବୁଲି ଥକି ଯାଏ
ବୁଲି ବୁଲି ଥକି ଯାଏ ......
ତୋ ହସ ମୋ ଲୁହ ଗଭୀର ମାପିଲେ
,ତୋ ହସ ମୋ ଲୁହ ଗଭୀର ମାପିଲେ ନଦୀରୁ ସାଗର ଯେତେ ।
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ .....
ମୋ ପରି ଭିକାରୀ ବଡ ଦାଣ୍ଡେ ମଲେ କହିବାକୁ ଅଛି କିଏ କହିବାକୁ ଅଛି କିଏ
ତୋ ପରି ଠାକୁର ଶ୍ରୀମନ୍ଦିରେ ବସି ଦୁଃଖ ମୋର ଦେଖୁଥାଏ ,ଦୁଃଖ ମୋର ଦେଖୁଥାଏ ।
ଭକତ ଖାତାରୁ କାଟି ଦେ ମୋ ନାମ ,ଭକତ ଖାତାରୁ କାଟିଦେ ମୋ ନାମ
ଦେଇଦେ ମରଣ ମତେ .....
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ ରେ କି ଦୁଃଖ କହିବି ତତେ
କି ଦୁଃଖ କହିବି ତତେ .......।।
Смотрите так же
Последние
Полина Тарасова - С днём рождения сынок
Популярные
Miyagi X Эндшпиль ft. Amigo - Belive Me Tonight
Miyagi X Эндшпиль ft. Amigo - Be My Sky
MiyaGi Эндшпиль Вавилон - Вавилон
Miyagi, Эндшпиль Ft. Рем Дигга - I Got Love
Случайные
Музыка - Артём Зигуненко, Стихи - Дарья Зайцева - Сонетик
Иван Ожогин - Выходная ария Воланда. Рабочая версия.
Обновление-Сияй,Иисус - 13 Иисус, как прекрасен Ты
